
ରିକ୍ୟୁଟର ଇମେଲକୁ ଉତ୍ତର ଦେବା ର ସର୍ବୋତ୍ତମ ଉପାୟ ହେଉଛି ଏକ ନୋଟପ୍ୟାଡରେ ଏକ ଉତ୍ତର ଟେମ୍ପଲେଟ୍ ପ୍ରସ୍ତୁତ କରି ନିଜ ଲାପଟପ୍ ଏବଂ ମୋବାଇଲ୍ ଫୋନରେ ସେଭ୍ କରି ରଖନ୍ତୁ, ମାନେ ରଖନ୍ତୁ ରିକ୍ୟୁଟର ଇମେଲକୁ ଉତ୍ତର ଦେବା ବେଳେ ଆପଣଙ୍କର ଗୋପନୀୟ ତଥ୍ୟ (ଜନ୍ମ ତାରିଖ, ମାଁଙ୍କ ନାମ, ଆଧାର, ପ୍ୟାନ, ପାସପୋର୍ଟ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ନମ୍ବର) ଦେବା ଅସୁରକ୍ଷିତ. ଇମେଲ ପଠାଇବା ପୂର୍ବରୁ ଦୁଇ ଥର ନିଶ୍ଚିତ ଭାବେ ପଢ଼ି ନିଅନ୍ତୁ
ରିକ୍ୟୁଟର ଇମେଲକୁ ଉତ୍ତର ଦେବା ର ଟେମ୍ପଲେଟ୍ ( ଉଦାହରଣ ) :
Hi John,
Thanks for taking my candidature forward with regards to this job opening ( Job ID : A21341 ). Please refer my response to your asks and my updated CV attached for your perusal.
Current Job Joining date :
Notice Period :
Current CTC :
Expected CTC :
Current Location :
Location Preference :
Please let me know if you need any further details. I am reachable over call and whatsapp at 9845760848.
Regards
Siba, 9845760848