କିପରି ଜାଣିବେ ନିଜର ସର୍ବୋତ୍ତମ ପ୍ରୋଫାଇଲ୍ ଫିଟମେଣ୍ଟ,କେଉଁ ଜବ୍ ଆପଣଙ୍କ ପାଇଁ ସବୁଠାରୁ ଉପଯୁକ୍ତ

ଏକ ନୋଟ୍ ପ୍ୟାଡ୍ ଫାଇଲ୍ ରେ ଗୋଟିଏ ଧାଡ଼ି ରେ  ନିଜର ଶିକ୍ଷା, ଗ୍ରେଡ୍ ଲେଖନ୍ତୁ ଏବଂ ପରବର୍ତ୍ତୀ ଧାଡିରେ ଆପଣ ଜାଣିଥିବା ସମସ୍ତ ଜ୍ଞାନ କୌଶଳ ବିଷୟରେ ଉଲ୍ଲେଖ କରନ୍ତୁ

ଉଦାହରଣ ସ୍ୱରୂପ :
Management : Project, Program, Release, People, Strategy, Risk, Budget, Deliveries, Quality Assurance and Control.

Technical : Solution Architecture, Cloud Computing, Quantum Computing, DARQ, AI, IoT, BigData Analytics, Blockchain, 5G, Augmented Reality

Domain : Telecom Billing and Reports, Income tax, Aadhar ( UID ), Retail, Aero Control Engg, ERP, Healthcare, Hotel, Banking

Tools : Microsoft Quantum Development Kit (QDK), Q#, Oracle Cloud, Softlayer, Bluemix, C, SAP, Peoplesoft, Siebel

ସର୍ବୋତ୍ତମ ପ୍ରୋଫାଇଲ୍ ଫିଟମେଣ୍ଟ ଖୋଜିବା ପାଇଁ ବର୍ତ୍ତମାନ ତିନୋଟି ଉପାୟ ଅଛି

ସମସ୍ତ ଜବ୍ ପୋର୍ଟାଲରେ ନିଜର ଡିଗ୍ରୀ ଏବଂ ସ୍କିଲ ସେଟ୍ କି ୱାର୍ଡ଼ ଲେଖି ଜବ୍ ଖୋଜନ୍ତୁ

ଆପଣ ଙ୍କ ପରି ସମାନ ଡିଗ୍ରୀ ଏବଂ ସ୍କିଲ ସେଟ୍ ଧାରୀ ଚାକିରୀ କରୁଥିବା ଲୋକ ( ପ୍ରାୟତଃ ଆପଣଙ୍କର ଏକାଡେମିକ୍ ସିନିୟର) ଙ୍କ ସହ ପରାମର୍ଶ କରନ୍ତୁ

କମ୍ପାନୀ ମାନଙ୍କ ର ଏଚ ଆର ଏବଂ ନିଯୁକ୍ତି ଏଜେନ୍ସି ଙ୍କ ସହ ଫୋନ୍, ଇମେଲ୍ କିମ୍ବା କ୍ୟାରିଅର୍ ସାଇଟ୍ ଇଣ୍ଟରାକ୍ଟିଭ୍ ଚାଟ୍ ମାଧ୍ୟମରେ ସଂମ୍ପର୍କ କରି ପଚାରନ୍ତୁ

ଉପରୋକ୍ତ ସୂଚନା ସହିତ, ବର୍ତ୍ତମାନ ସେମାନଙ୍କ ସହିତ ଆପଣଙ୍କର ଚାକିରି ସମ୍ବନ୍ଧୀୟ ଅତିରିକ୍ତ ତଥ୍ୟ ବିଷୟ ରେ ଆଲୋଚନା କରନ୍ତୁ

ଏହି ଚାକିରିଗୁଡ଼ିକ ସହିତ ଜଡିତ ରିସ୍କ ( ସ୍ୱାସ୍ଥ୍ୟ ବିପଦ, ବୃତ୍ତି ବିପଦ, ଆର୍ଥିକ ବିପଦ, କ୍ୟାରିୟର ରିସ୍କ ଇତ୍ୟାଦି )

ଏହି ଚାକିରି ଗୁଡ଼ିକର ବିଶ୍ୱ ଅର୍ଥନୀତି, ରାଜନୈତିକ, ସାମାଜିକ ଇତ୍ୟାଦି ବଡ଼ ସ୍ଥର ରେ ପ୍ରଭାଵ କ’ଣ ?

ଏହି କାର୍ଯ୍ୟଗୁଡ଼ିକର ଭବିଷ୍ୟତରେ ସ୍ଥିରତା, ସ୍ଥାୟୀତ୍ୱ ଏବଂ ନିରନ୍ତରତାକୁ ପ୍ରଭାବିତ କରୁଥିବା କାରକ ଗୁଡିକ କ’ଣ ?

I BUILT MY SITE FOR FREE USING