
ଟ୍ରିକ ନମ୍ବର ୧ :
ଇଣ୍ଟରଭ୍ୟୁ କଲ ଆସିଥିବା ସୋର୍ସ କୁ ଇଣ୍ଟରଭ୍ୟୁଅର ଙ୍କ ପରିଚୟ, ପଦବୀ, ଭୂମିକା ଏବଂ ଦାଇତ୍ୱ ପଚାରି ବୁଝାନ୍ତୁ,
ଏହାପରେ ସେହି ଇଣ୍ଟରଭ୍ୟୁଅର ଙ୍କ ବିଷୟ ରେ ସୋସିଆଲ ମେଡିଆ ରୁ ଜାଣିବାକୁ ଚେଷ୍ଟା କରନ୍ତୁ କି ତାଙ୍କ ର ସ୍କିଲ ସେଟ, ତାଙ୍କ ପ୍ରୋଜେକଟ ଡିଟେଲ, ଡୋମେନ୍ ଏବଂ ପ୍ରୋସେସ ଏକ୍ସପରଟାଇସ କଣ, ଯଦି ଆପଣ ସେହି ଇଣ୍ଟରଭ୍ୟୁଅର ଙ୍କର ବ୍ୟକ୍ତିତ୍ୱ ବିଷୟ ରେ ବି ଜାଣି ପାରିବେ ତେବେ ଆହୁରି ଭଲ,
ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ସେହି ସ୍କିଲ ସେଟ, ପ୍ରୋଜେକଟ ପ୍ରୋଫାଇଲ, ଡୋମେନ୍ ଏବଂ ପ୍ରୋସେସ ବିଷୟ ରେ ଯେତେ ଅଧିକ ରୁ ଅଧିକ ପ୍ରସ୍ତୁତ ହୋଇ ପାରିବେ ଆପଣଙ୍କର ସଫଳତା ର ସମ୍ଭାବନା ସେତେ ଅଧିକ
ମୁଖ୍ୟତଃ ଇଣ୍ଟରଭ୍ୟୁଅର ମାନେ ନିଜ ଷ୍ଟ୍ରଙ୍ଗ ସ୍କିଲ ସେଟ ଏରିଆ ରୁ ପ୍ରଶ୍ନ ପଚାରନ୍ତି